ଆଜି ସମ୍ବଲପୁରରେ ପ୍ରସିଦ୍ଧି ଶୀତଳଷଷ୍ଠୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆଜି ସମ୍ବଲପୁରରେ ହେବ ପ୍ରସିଦ୍ଧ ଶୀତଳଷଷ୍ଠୀ। ମା ପାର୍ବତୀଙ୍କ ହାତ ଧରିବେ ମହାଦେବ। ଦେବ ବିବାହ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଦିନ ୧୧ ଟା ରେ ତେଲ, ହଳଦୀ କାର୍ଯ୍ୟକ୍ରମ ଓ ମଧ୍ୟରାତ୍ରରେ ହେବ ଦେବ ବିବାହ କାର୍ଯ୍ୟକ୍ରମ। କୋଭିଡ କଟକଣା ଭିତରେ ହେବ ସମସ୍ତ ନିତିକାନ୍ତି।

powered by social2s