ଆଗାମୀ ତିନିଦିନ ଓଡ଼ିଶାରେ ଅତିପ୍ରବଳ ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବଙ୍ଗୋପସାଗର ରେ ବେଙ୍ଗଲ ନିକଟରେ ଏକ ସାମୁଦ୍ରିକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଓଡିଶା ସମେତ ୫ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ଦୁଇରୁ ତିନିଦିନ ଧରି ଉତ୍ତର ଓଡ଼ିଶାରେ ଅତିପ୍ରବଳ ବର୍ଷା ଆଶଙ୍କା। ବିହାର,ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ସିକିମରେ ମଧ୍ୟ ହୋଇପାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

powered by social2s