କରୋନାର ତୃତୀୟ ଲହରରେ ଶିଶୁ ଓ ଯୁବବର୍ଗ ସେତେ ପ୍ରଭାବିତ ହୋଇନପାରନ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରୋନାର ତୃତୀୟ ଲହରରେ ଶିଶୁ ଓ ଯୁବବର୍ଗ ସେତେ ପ୍ରଭାବିତ ହୋଇନପାରନ୍ତି ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଶିଶୁ ଓ ଯୁବବର୍ଗ ସେତେ ପ୍ରଭାବିତ ହୋଇନପରନ୍ତି । ଏହି ଅସ୍ବସ୍ତିକର ସୂଚନା ଦେଇଛନ୍ତି WHO ଏବଂ AIIMS. ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର ଦୁଇଗୁଣ ମାରାତ୍ମକ ହୋଇପାରେ। ପ୍ରଥମ ଓ ଦ୍ୱିତୀୟ ଲହରରେ ଯୁବ ଓ ମଧ୍ୟ ବୟସ୍କ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି। ଆସନ୍ତା ୨ ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କାୟା ମେଲାଇପରେ ତୃତୀୟ ଲହର ବୋଲି ଏକ ସର୍ଭେ ରୁ ଜଣାପଡ଼ିଛି।

powered by social2s