ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଡ଼ିଅକୁଦା ବୁଧିବର ଗାଁ ନିକଟରୁ ଉଚ୍ଛେଦ ଜାରି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଚିଙ୍ଗୁଡ଼ି ଘେରି ଭଙ୍ଗାଯାଇଛି। ଓଡ଼ିଶା ହାଇକୋର୍ଟ ଙ୍କ ନିର୍ଦେଶରେ ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଆରମ୍ଭ ହୋଇଛି।

powered by social2s