କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଇଲେକ୍ଟ୍ରି ଅଫିସରେ ପଶିଲେ ପଦନା ଗାଁ ଲୋକେ। ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ସହ ଅଫିସ ଆସବାପତ୍ର ଭଙ୍ଗାରୁଜା କଲେ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚିରିଦେଲେ ପଦନା ଗାଁ ଲୋକେ।
powered by social2s