ଶ୍ରୀ ନାରାୟଣ ମହାପାତ୍ର ଭାରତରୁ ଜଣେ ଅନ୍ୟତମ ଶାନ୍ତି ଦୂତ: ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ, ନାଇଜେରିଆ, ସମାଜସେବୀ ଶ୍ରୀ ନାରାୟଣ ମହାପାତ୍ର ଙ୍କୁ ଅନୁଷ୍ଠାନର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା ସହିତ ଜଣେ ଅନ୍ୟତମ ଶାନ୍ତି ଦୂତ, ଭାରତ ରୁ ବୋଲି ଜଣାଇଛନ୍ତି ।

ଏହି ସମ୍ମାନ  ଆଗାମୀ ଦିନରେ ଆମକୁ ଅଧିକ ମାନବ ସେବା କରିବା ନିମନ୍ତେ ପ୍ରେରଣା ଦେବ ବୋଲି କହିଛନ୍ତି ଶ୍ରୀ ନାରାୟଣ ମହାପାତ୍ର ।

 

powered by social2s