ଭୁବନେଶ୍ୱର: ଓଡ଼ିଶାରେ ଥିବା ସମସ୍ତ ନେପାଳି ନାଗରିକଙ୍କୁ ଟୀକାକରଣରେ ସାମିଲ ପାଇଁ ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମୁନିସିପାଳ କମିଶନର ମାନଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ର ମୁନିସିପାଳ କମିଶନରଙ୍କୁ ଚିଠି କରାଯାଇଛି।
powered by social2s

