ଭୁବନେଶ୍ୱର: ମହାପ୍ରଭୁଙ୍କ ସ୍ନାନୟାତ୍ରାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ। ସହଯୋଗ ପାଇଁ ପୁରୀବାସିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଶ୍ରୀଜୀଉଙ୍କ ସ୍ନାନୟାତ୍ରା ସଫଳ ଭାବେ ସମାପନ ହୋଇଥିବାରୁ ସେବାୟତ ଓ ନାଗରିକଙ୍କୁ ଧନ୍ୟବାଦ ଦେଲା ପୁରୀ ପୋଲିସ।
powered by social2s

