ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିନା ପରୀଖ୍ୟା ରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ।କଟକ ସ୍ଥିତ ବୋଡ କାର୍ଯ୍ୟଳୟ ରେ ଫଳ ପ୍ରକାଶ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।ଏଥର ପାସ ହାର ୯୭.୮୯ ପ୍ରତିଶତ ରହିଛି।୫୯୪୫ ସ୍କୁଲ ରେ ଶତ ପ୍ରତିଶତ ପିଲା ପାସ କରିଛନ୍ତି।ଜଗତସିଂହପୁର ଜିଲ୍ଲା ରେ ସର୍ବାଧିକ ୯୯.୦୯ ପ୍ରତିଶତ ପିଲା ପାସ କରିଥିବା ର ସୂଚନା ମିଳିଛି।ଏଥର କୌଣସି ସ୍କୁଲରେ ହୋଇନାହିଁ ଶୂନ ପ୍ରତିଶତ ରେଜଲ୍ଟ।୨ ଟି ୱେବସାଇଟ-bseodisha.ac.in ଓ bseodisha.nic.in ରେ ମିଳିବ ଫଳ।SMS ମାଧ୍ୟମରେ ବି ପରୀକ୍ଷା ଫଳ ପାଇପରିବେ ଛାତ୍ରଛାତ୍ରୀ। OR01 Roll Number ଲେଖି 5676750 କୁ SMS ପାଠାଇବାକୁ ହେବ।

powered by social2s