ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଡେଲ୍ଟା ପ୍ଲସ ରେ ଆକ୍ରାନ୍ତ ହୋଇଥିବା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର କୌଣସି ଅସୁବିଧା ନାହିଁ । ତେଣୁ ଭୟବିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଦେବଗଡ଼ ଜିଲ୍ଲାର ୬୨ ବର୍ଷୀୟ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଜିଲ୍ଲାକୁ ଯାଇଛି ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଟୀକା ନେଇଛନ୍ତି କି ନାହିଁ ବୁଝିବ ଟିମ।
powered by social2s

