ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦ ଟି ନର୍ସିଂ କଲେଜ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବା ପାଇଁ ପ୍ରତିଷ୍ଠା ହେବ ୧୦ ଟି ନର୍ସିଂ କଲେଜ। ମୟୁରଭଞ୍ଜ, କୋରାପୁଟ, ବଲାଙ୍ଗୀର, ବାଲେଶ୍ବର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଖୋଲିବ ୬୦୦ ନର୍ସିଂ କଲେଜ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ମନ୍ତ୍ରୀ କହିଛନ୍ତି ଯେ ପ୍ରତି ନର୍ସିଂ କଲେଜରେ ରହିବ ୬୦ ଲେଖାଏଁ ସିଟ।

powered by social2s