ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସାରା ଓଡ଼ିଶାରେ ଦୁର୍ବଲ ରହିଛି ମୌସୁମୀ। ୧୪ ଟି ଜିଲ୍ଲା ରେ ୨୦ ରୁ ୫୯ ପ୍ରତିସତ କମ ବର୍ଷା ରେକର୍ଡ ହୋଇଥିବା ସୂଚନା। ଜୁଲାଇ ୧୨ ରେ ବଙ୍ଗୋପସାଗର ଆଉ ଏକ ଲଘୁଚାପ ର ସମ୍ଭାବନା ରହିଛି। ତେଣୁ ଜୁଲାଇ ଦ୍ୱିତୀୟ ସପ୍ତାହରେ ଭଲ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି।

powered by social2s