ରଥଯାତ୍ରା ପାଇଁ ଜୁଲାଇ ୮ ରୁ ୧୦ ଭିତରେ ୩୫୦୦ କୋଭିଡ ଟେଷ୍ଟ ଲକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ରଥଯାତ୍ରା ପାଇଁ ଜୁଲାଇ ୮ ରୁ ୧୦ ଭିତରେ ୩୫୦୦ କୋଭିଡ ଟେଷ୍ଟ ଲକ୍ଷ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷଣ କୁମାର। ସେବାୟତ, ପୋଲିସ ଓ ଶ୍ରୀମନ୍ଦିର କର୍ମଚାରୀ ଙ୍କର ହେବ ଆରଟିପିସିଆର ଟେଷ୍ଟ। ବଡ଼ଦାଣ୍ଡ ରେ ହେବ ୫ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର। ଘୋଷଯାତ୍ରା ପୂର୍ବରୁ ସମସ୍ତ ହୋଟେଲ ଓ ଲଜ ଖାଲି କରାଯିବ ଓ ବଡ଼ଦାଣ୍ଡ ସଂଲଗ୍ନ ୭୨ ଟି ଗଲିରେ ସଫେଇ କାର୍ଯ୍ୟ କରାଯିବ।

powered by social2s