ଭୁବନେଶ୍ୱର: ଓଡ଼ିଶାରେ ବ୍ଲାକ ଫଙ୍ଗସ ଓ ଡେଲ୍ଟା ପ୍ଲସ ସଂକ୍ରମଣର ଆଶଙ୍କା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ମହାପାତ୍ର ସୂଚନା ଦେଇଛନ୍ତି ଯେ ମେ ମାସରୁ ଆଜି ପର୍ଯ୍ୟନ୍ତ ଯେନମ ସିକୁଏନ୍ସିଙ୍ଗରେ ଡେଲ୍ଟା ପ୍ଲସ ବାହାରିନି। ରାଜ୍ୟରେ ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି। ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ ସଂକ୍ରମଣ କମିପରେ ବୋଲି ମହାପାତ୍ର କହିଛନ୍ତି।
powered by social2s

