ଭୁବନେଶ୍ୱର: ୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ଉଡିବ ଯାତ୍ରୀବାହୀ ବିମାନ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି ଯେ ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଆରମ୍ଭ ହୋଇଛି। ରାଉରକେଲା, ଜୟପୁର ଓ ଉତକେଲାରୁ ବିମାନ ଉଡାଣ ପାଇଁ ଚାଲିଛି ପ୍ରସ୍ତୁତି। ଅବିଭକ୍ତ ୧୩ ଜିଲ୍ଲାରେ ଏୟାରଷ୍ଟ୍ରିପ ବିକଶିତ କରିବାକୁ ଚାଲିଛି ଯୋଜନା।
powered by social2s

