ଓଡ଼ିଶାରେ ନଭେମ୍ବର ଯାଏଁ କଟକଣା ରହିବା ଉଚିତ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଓଡ଼ିଶାରେ ନଭେମ୍ବର ଯାଏଁ କଟକଣା ରହିବା ଉଚିତ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଭୁବନେଶ୍ୱର: ଅଗଷ୍ଟ ମାସରେ କଟକଣା କୋହଳ ହେବା ଅନୁଚିତ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର। ମିଶ୍ର କହିବା ଅନୁଯାୟୀ, ନଭେମ୍ବରରେ କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଛି। ତେଣୁ ରାଜ୍ୟରେ ନଭେମ୍ବର ଯାଏଁ କଟକଣା ରହିବା ଉଚିତ। ନଭେମ୍ବର ପୂର୍ବରୁ ସମ୍ପୂର୍ଣ୍ଣ ଟୀକାକରଣ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

powered by social2s