ଆଜି ଠାରୁ ଓଡ଼ିଶାରେ ଜୋରଦାର ହେବ ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଠାରୁ ଓଡ଼ିଶାରେ ଟୀକାକରଣକୁ ଜୋରଦାର କରିବେ ରାଜ୍ୟ ସରକାର। ମୋଟ ୧୭୩୦ କେନ୍ଦ୍ରରେ ଦିଆଯିବ କୋଭିଡ ଟୀକା। ଭୁବନେଶ୍ୱର ପରେ ଆଜିଠୁ ଗଞ୍ଜାମ ଲୋକ ପାଇବେ କୋଭାକ୍ସିନ ଟୀକା। ରାଜ୍ୟରେ ୧ ଲକ୍ଷ୍ୟ ୫୨ ହଜାର ୮୨୦ କୋଭିସିଲଡ ଟୀକା ମହଜୁଦ ଅଛି। ସେହିପରି ୩ ଲକ୍ଷ ୯୧ ହଜାର ୫୪୦ ଡୋଜ କୋଭାକ୍ସିନ ଟୀକା ମଧ୍ୟ ମହଜୁଦ ଥିବା ସୂଚନା ମିଳିଛି।

powered by social2s