ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ହାର ୪ ପ୍ରତିଶତ ତଳକୁ ଖସିଛି। ନୟାଗଡ଼ ଜିଲ୍ଲା କୁ ଛାଡ଼ି ଗ୍ରୀନ ଜୋନ୍ ରେ ସାରା ରାଜ୍ୟ। ଆଜି ସଂକ୍ରମଣ ହାର ରହିଛି ୩.୭୫ ପ୍ରତିଶତ। କାଲି ସଂକ୍ରମଣ ହରା ଥିଲା ୪.୦୩ ପ୍ରତିଶତ। ୨୪ ଘଣ୍ଟାରେ ୭୪ ହଜାର ୭୪୦ ନମୁନା ପରୀକ୍ଷା ହୋଇଥିଲା ।
powered by social2s