ଭୁବନେଶ୍ୱର: ପାଞ୍ଚ ମାସ ଭିତରେ ପୁରା ଓଡ଼ିଆରେ ହେବ ଟୀକାକରଣ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ। ପାଣିଗ୍ରାହୀ କହିଛନ୍ତି ଯେ ଆବଶ୍ୟକ ଟୀକାକରଣ କେନ୍ଦ୍ର ଯୋଗାଇଦେଲେ ଏହି ଲକ୍ଷ୍ୟ ପୂରଣ ହେବ। କାଲି ୧୬୫୭ କେନ୍ଦ୍ରରେ ୪୧ ଲକ୍ଷ୍ୟ ୨ ହଜାର ୪୩୪ ଟୀକା ଦିଆଯାଇଛି।
powered by social2s

