ଗଛରେ ପିଟିହେଲା ବାଇକ, ୩ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: ଗଛରେ ବାଇକ ପିଟିହୋଇ ତିନି ଜଣଙ୍କ ମୃତ୍ୟ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମୂର୍ଲାପଦର ଗାଁ ନିକଟରେ ଘଟିଛି ଘଟଣା। ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମେରିଆବନ୍ଧଳି ଗାଁର ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ଜଣାପଡ଼ିଛି।

powered by social2s