କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ୧୮ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି। ଗତକାଲି ପର୍ବତୀପୁର ଗାଁରେ ଚାଷଜମି ସହିତ ଏକ ଅସ୍ଥାୟୀ ଘର ନଷ୍ଟ କରିଛନ୍ତି ହାତୀପଲ। ଆଜି ସକାଳେ ହାତୀପଲ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ଥିବା ବନ ବିଭାଗ କର୍ମଚାରୀ କହିଛନ୍ତି।
powered by social2s

