ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପୁରୀ ସହରରେ ଆଜି ଦିନକ ପାଇଁ ସଟଡାଉନ କୋହଳ କରିଛନ୍ତି ରାଜ୍ୟ ସରକାର। ଜୁଲାଇ ୧୧ ତାରିଖ ରାତି ୮ ଟା ରୁ ୧୩ ତାରିଖ ରାତି ୮ ଟା ପର୍ଯ୍ୟନ୍ତ ସମଗ୍ର ସହରରେ ଜାରି ହେବ କର୍ଫୁ । କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆଜି ପୁରୀ ସହରକୁ ସପ୍ତାହାନ୍ତ ସଟଡାଉନ ରୁ ବାଦ ଦିଆଯାଇଛି ।ଆଜି ସଂନ୍ଧ୍ୟା ସୁଦ୍ଧା ସମସ୍ତ ହୋଟେଲ, ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ବିନା ଭକ୍ତ ରେ ହେବ ରଥଯାତ୍ରା।
powered by social2s

