ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟରୁ ଡେଇଁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତିନି ମହଲା ଉପରେ ଥିବା ଶୌଚାଳୟରୁ ଡେଇଁଲେ ୨୮ ବର୍ଷୀୟ ଯୁବତୀ। ଜ୍ବରରେ ପୀଡ଼ିତ ହୋଇ ତାଙ୍କୁ ୭ ତାରିଖରେ ମେଡିକାଲ୍ ରେ ଭର୍ତି କରାଯାଇଥିଲା। ମୃତ ଯୁବତୀ ସଦର ଥାନା ତୁମବିଗୁଡ଼ା ଗାଁର ହୋଇଥିବା ସୁଚନା।
powered by social2s

