ପୁରୀ: ଆଜି ଶ୍ରୀଜୀଉଙ୍କ ନବଦୀନାତ୍ମକ ଯାତ୍ରା ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ଚାଲିଛି।ଘଣ୍ଟ, କାହାଳି ଓ ବାଜା ରେ କମ୍ପୁଛି ସାରା ପରିବେଶ।ତିନି ରଥକୁ ପହଣ୍ଡି ବିଜେ କରିଛନ୍ତି ତିନି ଠାକୁର। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ଶ୍ରୀଜୀଉ।ନନ୍ଦିଘୋଷ ରଥକୁ ଯିବା ପୂର୍ବରୁ ଚାରମାଳ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ।ଅପରାହ୍ନ ୩ଟାରୁ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହେବ।
powered by social2s

