ଆଜିଠୁ ମିଳିବ ଆଡ଼ପ ଅବଢ଼ା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜିଠୁ ପୁରୀରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା। ବସ ଷ୍ଟାଣ୍ଡ ଓ ନୃସିଂହ ମନ୍ଦିର ନିକଟରେ ଦୁଇଟି କାଉଣ୍ଟରରୁ ଅବଢ଼ା ପାଇ ପାରିବେ ଭକ୍ତ। ଶାନ୍ତିଶୃଙ୍ଖଳାର ସହିତ ଧାଡ଼ିରେ ଆସି ମହାପ୍ରସାଦ ନେବା ପାଇଁ ସେଡ ବ୍ୟବସ୍ଥା କରାଯାଇଛି। ସୁବିଧାରେ ମହାପ୍ରସାଦ ଦେବା ପାଇଁ କରାଯାଇଛି ଟୋକନ ବ୍ୟବସ୍ଥା। ବର୍ଷକୁ ଥରେ ମିଳୁଥିବା ଏହି ଆଡ଼ପ ଅବଢ଼ା ପାଇଁ ଭକ୍ତ ମାନେ ବର୍ଷ ତମାମ୍ ଅପେକ୍ଷା କରି ରହିଥାନ୍ତି।

powered by social2s