ଦରଦାମ ବୃଦ୍ଧି ସୁଚାଙ୍କ ଆଧାରରେ ବକେୟା ଓ ନୂତନ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ପାଇଁ ଓଡ଼ିଶା କର୍ମଚାରୀ ମହାମଞ୍ଚର ଅନୁରୋଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ସରକାର ଦରଦାମ ବୃଦ୍ଧି ସୁଚାଙ୍କ ଆଧାରରେ ତୁରନ୍ତ ବକେୟା ଓ ନୂତନ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଓଡିଶା କର୍ମଚାରୀ ମହାମଞ୍ଚର ଅଧକ୍ଷ ପ୍ରଭାତ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଆଇନ ରେ ସଂଶୋଧନ ଆଣି ଠିକା ଶିକ୍ଷକ କର୍ମଚାରୀଙ୍କୁ ଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି

powered by social2s