ରାଜ୍ୟ ମାନଙ୍କରେ ଭିଡ଼ ନିୟନ୍ତ୍ରଣ ପାଇଁ କଡ଼ା ନିର୍ଦେଶ ଦେବାକୁ ସବୁ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ। ଭିଡ଼ ନିୟନ୍ତ୍ରଣ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କୁ କଡା ନିର୍ଦେଶ ଦେବାକୁ କହିଲେ। କରୋନା ମୁକାବିଲା ପାଇଁ ଜନଗହଳି ପୁର୍ଣ ସ୍ଥାନ ଉପରେ ନଜର ରଖନ୍ତୁ। ଅମନୀୟାଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କଡା ପଦକ୍ଷେପ ନିଅନ୍ତୁ। ସଂକ୍ରମଣ କାମୁଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କଟକଣା କୋହଳ କରୁଛନ୍ତି।ବିଶେଷ କରି ଲୋକଙ୍କ ଯାତାୟତ ଏବଂ ବଜାର ଶୈଳ ନିବାସରେ ଭିଡ ହେଉଛି। ଏଯାଏ ଦ୍ଵିତୀୟ ଲହର ଯାଇନି, ତେଣୁ କରୋନା ନିୟମ ମାନନ୍ତୁ ଟୀକାକରଣକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଗୃହ ସଚିବ ଙ୍କ ନିର୍ଦ୍ଧେଶ।

powered by social2s