ଆସନ୍ତାକାଲି ଓଡିଶା ବନ୍ଦ; ପୂର୍ବାହ୍ନ ୯:୩୦ ସୁଦ୍ଧା କାର୍ଯ୍ୟଳୟରେ ପହଞ୍ଚିବେ ଲୋକ ସେବା ଭବନ କର୍ମଚାରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଆସନ୍ତାକାଲି ଓଡିଶା ବନ୍ଦ; ପୂର୍ବାହ୍ନ ୯:୩୦ ସୁଦ୍ଧା କାର୍ଯ୍ୟଳୟରେ ପହଞ୍ଚିବେ ଲୋକ ସେବା ଭବନ କର୍ମଚାରୀ ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ (ସକାଳ ୬ଟା ରୁ ଦିନ ୧୨ଟା) ଡାକରା ଦେଇଛନ୍ତି ବାମ ଦଳ। ବନ୍ଦକୁ ସମର୍ଥନ କରିବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ତେବେ ବନ୍ଦ ଯୋଗୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଲୋକ ସେବା ଭବନ ଓ ଖାରବେଳ ଭବନ ରେ ହେବ ସୁରକ୍ଷା କଡ଼ାକଡ଼ି। ପୂର୍ବାହ୍ନ ୯:୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବେ କର୍ମଚାରୀ। ସୂଚନା ଅନୁଯାୟୀ, ସକାଳ ୧୦:୧୫ ରେ ଲୋକ ସେବା ଭବନର ମୁଖ୍ୟ ଫାଟକ ବନ୍ଦ କରାଯିବ। ବନ୍ଦ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ ଓ ପରୀକ୍ଷାର୍ଥୀଙ୍କ ଜାତାୟତରେ କୌଣସି ବାଧା ଉପୁଜୀବ ନାହିଁ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି।

powered by social2s