ଭୁବନେଶ୍ୱର: ଅନେକ ଲୋକ ଲକ୍ଷଣ ଦେଖାଗଲେ ବି ଟେଷ୍ଟ ପାଇଁ ଆସୁନଥିବା ଜଣାପଡ଼ିଛି, କଣ୍ଟାକ୍ଟ୍ ଟ୍ରେସିଂ ହୋଇନପାରିବାରୁ ଅନେକ ହିଡେନ କେସ ରହିଯାଉଛି ବୋଲି କହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିବା ଅନୁଯାୟୀ,ସର୍ଭେଲାନ୍ସ କରି ହିଡେନ କେସ ବାହାର କଲେ ସଂକ୍ରମଣ ରୋକିହେବ। ଅଗଷ୍ଟ ମାସ ପର୍ଯ୍ୟନ୍ତ ସର୍ଭେଲାନ୍ସ ଜାରି ରହିବ, ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି, କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ଫୋକସ ରେ ରହିଛି।
powered by social2s

