ଓଡ଼ିଶାରେ ସଂକ୍ରମଣ କମିଯାଇ ସ୍ଥିର ଅବସ୍ଥାରେ ରହିଛି: ଡିଏମଇଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ କମିଯାଇ ସ୍ଥିର ଅବସ୍ଥାରେ ରହିଛି। କିଛିଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି, ଅନ୍ୟ ରାଜ୍ୟରେ ବି ଏହି ସ୍ଥିତି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଆଗକୁ ସଂକ୍ରମଣ ଆହୁରି କମିବ ବୋଲି ସେ ଆଶା କରିଛନ୍ତି। ମହାନ୍ତି କହିବା ଅନୁଯାୟୀ, ତୃତୀୟ ଲହର ଆକଳନ କରାଯାଇଛି, କିନ୍ତୁ ଆସିନି। ଆମେ ବର୍ତ୍ତମାନ ଦ୍ୱିତୀୟ ଲହରରେ ଅଛେ ବୋଲି ସେ କହିଛନ୍ତି।

powered by social2s