ପୁରୀ: ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସୁନାବେଶ। ରଥରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ମହଣ ମହଣ ସୁନାରେ ହେବେ ସୁସଜ୍ଜିତ। ସୁନାବେଶ ପାଇଁ ଶ୍ରୀମନ୍ଦିରର ଆଖ ପାଖ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର। ସହରର ଅନ୍ୟ ସ୍ଥାନରେ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ। ମଧ୍ୟାନ୍ନ ଧୂପ ସରିବା ପରେ ମେକାପ ସର୍ବାଙ୍ଗ ନୀତି ସରି ସୁନାବେଶ ଲାଗି କରାଯିବ।
powered by social2s

