ଭିତରକନିକାରେ କମିଲା କୁମ୍ଭୀର ବସା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ କମିଛି କୁମ୍ଭୀର ବସା।

 

ଚଳିତବର୍ଷ ୮୧ ଟି କୁମ୍ଭୀର ବସା ଠାଵ ହୋଇଥିବା ସୂଚନା ମିଳିଛି।

 

ଗତବର୍ଷ ୧୦୩ ଟି ବସା ଠାଵ ହୋଇଥିଲା।

 

ବାତ୍ୟା ୟାସ ପ୍ରଭାବରେ କୁମ୍ଭୀର ବସା କମିଥିବାର ଜଣାପଡ଼ିଛି।

 

powered by social2s