ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ଓ ଫଳ ପ୍ରକାଶ ସୁଚି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ଓ ଫଳ ପ୍ରକାଶ ସୁଚି। ଏବର୍ଷ ଅଗଷ୍ଟ ୧୯ ସୁଦ୍ଧା ସରିବ +୩ ଶେଷ ବର୍ଷ ପରୀକ୍ଷା। ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ ବ୍ୟାକପେପର ସହ ସମସ୍ତ ପରୀକ୍ଷା ଫଳ। ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୧ ମଧ୍ୟରେ ହେବ ଏକକ PG ପ୍ରବେଶିକା ପରୀକ୍ଷା।

powered by social2s