ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରର ହେବ ଭୁବନେଶ୍ୱର ରେଳ ଷ୍ଟେସନ। ଷ୍ଟେସନର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଓ ଯାତ୍ରୀ ସୁବିଧା ରହିବ। ପାର୍କିଂ, ସପିଙ୍ଗ ମଲ ସୁବିଧା ବି କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୧୦ ରୁ ୧୨ ହଜାର କୋଟି ଟଙ୍କା। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ସୂଚନା।
powered by social2s

