ବାଲେଶ୍ୱର: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ କଡ଼ା ନିରାପତ୍ତା ମଧ୍ୟରେ ନିଆ ଯାଉଥିବା ବେଳେ ରାସ୍ତାରେ ସେ ଖସି ଯିବାକୁ ଉଦ୍ୟମ କଲା ସମୟରେ ପୋଲିସ ଗୁଳି କରିଛି।
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଆଜି ଅପରାହ୍ନ ରେ ସେ ପୋଲିସ ଗୁଳିରେ ଆହତ ହୋଇଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା
powered by social2s

