ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ଗେଟ୍ ଗୁଡ଼ିକ ଖୋଲାଯାଇଛି। ଜୁଲାଇ ୨୪ ତାରିଖରେ ହୀରାକୁଦ ଜଳଭଣ୍ଡାରର ୪ ଟି ଗେଟ୍ ଖୋଲିଥିଲେ କତ୍ତୃପକ୍ଷ। ମୋଟ ୬ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୯.୫୨ ଫୁଟ।

powered by social2s