ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜିଠୁ ଓଡ଼ିଶାରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ସ୍କୁଲ। କୋଭିଡ କଟକଣା ମଧ୍ୟରେ ଚାଲିଛି କ୍ଲାସ। ସକାଳ ୧୦ ଟା ରୁ ଦିନ ସାଢ଼େ ଗୋଟାଏ ଯାଏଁ ଚାଲିବ ପାଠପଢ଼ା। ସ୍କୁଲରେ ପ୍ରାର୍ଥନା ବା ଟିଫିନ ବ୍ରେକ୍ ରହିବ ନାହିଁ। ସ୍କୁଲକୁ ପିଲା ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଜରୁରି।
powered by social2s

