ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ୧୦ ଫୁଟ ଘାଇ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଉଠାଜଳସେଚନ କେନାଲ ବନ୍ଧ ଭାଙ୍ଗି ଶହ ଶହ ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଛି।
 
କୋକସରା ବ୍ଲକ ମାଝୀଗୁଡ଼ା ନିକଟରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି।
 
ଚାଷୀଙ୍କ ରୁଆ ଓ ବୁଣା ଧାନ ଜମିରେ ପାଣି ମାଡ଼ି ଯାଇଥିବା ସୂଚନା ମିଳିଛି।
 
ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ ଭାଙ୍ଗିଲା ପୋଲ।
powered by social2s