ଭୁବନେଶ୍ୱର: ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ ମିଳିଲା କୋଭିଡ ସହାୟତା। ୧ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ମିଳିଲା ୧୧ କୋଟି ଟଙ୍କା। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନି ଗୁଣ ବଢ଼ି ୨୪ ଲକ୍ଷ ମେଟ୍ରିକ ଟନ୍ ରେ ପହଁଚିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ଗରିବ ଲୋକଙ୍କ ସାଥିରେ ସବୁବେଳେ ଅଛନ୍ତି ।
powered by social2s

