ବାଲେଶ୍ୱର ଜିଲ୍ଲାରେ ବଜ୍ରପାତରେ ୩ ମୃତ, ୬ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ମଥାନୀରେ ବିଲରେ କାମ କଲାବେଳେ ଜଣେ ମୃତ, ଶାସନ ଗାଁରେ ବଜ୍ରପାତରେ ଆଉ ଜଣେ ମହିଳା ମୃତ ଓ ଜଳେଶ୍ବର ସୁଗୋରେ ବିଲ ରେ କାମ କଲାବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାର ବିଭିନ୍ନ ଅଂଚଳରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।

powered by social2s