ଅଗଷ୍ଟ ୧୫ରୁ ଓଡ଼ିଶାରେ ଆରମ୍ଭ ହେବ ଇକମୋ ସେବା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଇକମୋ ସେବା। କଟକ ଏସସିବି ମେଡିକାଲ ରେ ୯ ଟି ଇକମୋ ମେସିନ୍ ରଖାଯାଇଛି। ଆବଶ୍ୟକ ମାନବସମ୍ବଳଙ୍କୁ ନିଯୁକ୍ତି ଦିଆଯାଇଛି। ଗୋଟିଏ ବ୍ୟାଚ କୋଲକାତାରୁ ଟ୍ରେନିଂ ନେଇ ଫେରିଛନ୍ତି। ଖୁବଶୀଘ୍ର ଆଉ ଏକ ଟିମ୍ କୋଲକାତା ଯିବେ। କୋଭିଡରୁ ସୁସ୍ଥ ହେବାପରେ ଇକମୋ ର ଆବଶ୍ୟକତା ପଡ଼ୁଛି। କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୬ ଟି ମେସିନ ଓ ସଂକ୍ରମିତଙ୍କ ପାଇଁ ୩ ଟି ମେସିନ ବ୍ୟବହାର ହେବ।

powered by social2s