ମହନଦୀରୁ ଘଡ଼ିଆଳ କୁମ୍ଭୀର ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ମହାନଦୀ ରୁ ଏକ ଘଡ଼ିଆଳ କୁମ୍ଭୀର ଉଦ୍ଧାର ହୋଇଛି। କଟକ ଜିଲ୍ଲା ବରଦା ଗ୍ରାମର ଜଣେ ଧୀବର କୁମ୍ଭୀରକୁ ଉଦ୍ଧାର କରିଥିବା ସୂଚନା। କୁମ୍ଭୀର ଟି କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ରଖାଯାଇଛି। ବନ ବିଭାଗ ପକ୍ଷରୁ ଧୀବରଙ୍କୁ ଦିଆଗଲା ୧୦୦୦ ଟଙ୍କା।

powered by social2s