ଆଜିଠୁ ଖୋଲୁଛି ଓଡ଼ିଶାର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ କୋଭିଡ କଟକଣାରେ ଖୋଲୁଛି ଓଡ଼ିଶାର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢ଼ିବେ। ସବୁ ଆଇଟିଆଇ ଓ ପାଳିଟେକ୍ନିକ ଅନୁଷ୍ଠାନ ମଧ୍ୟ କାଲିଠାରୁ ଖୋଲିବା। କୋଭିଡ ନିୟମ ନମାନିଲେ ଶିକ୍ଷାନୁଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

powered by social2s