+୨ ରେ ୫୪, ୯୦୦ ସିଟ୍ ବୃଦ୍ଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଚଳିତ ବର୍ଷ +୨ ରେ ୫୪,୯୦୦ ସିଟ୍ ବୃଦ୍ଧି ହୋଇଛି। ୭୨,୦୦୦ ସିଟ୍ ବୃଦ୍ଧି ପାଇଁ ବିଭିନ୍ନ କଲେଜ ଗୁଡ଼ିକ ପକ୍ଷରୁ ଆବେଦନ ହୋଇଥିଲା। କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା, ମିଳିଲା ୩୮ ହଜାର। ସେହିପରି ବିଜ୍ଞାନରେ ୨୫,୦୦୦ ସିଟ୍ ବୃଦ୍ଧି ଆବେଦନରୁ ମିଳିଲା ୧୩,୦୦୦ ସିଟ୍। ବାଣିଜ୍ୟରେ ୪,୦୦୦ ସିଟ୍ ଆବେଦନରୁ ୩,୯୦୦ ସିଟ୍ ପାଇଁ ମିଳିଛି ଅନୁମତି। ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା। SAMS ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। କୋଭିଡ ପାଇଁ ଆଡ୍ମିସନ ଫି' ବୃଦ୍ଧି ହେବ ନାହିଁ। ଚଳିତ ସପ୍ତାହରେ ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳ ।

powered by social2s