ଭୁବନେଶ୍ୱରରେ ଖୁବଶୀଘ୍ର ହେବ ୨୦ ଲକ୍ଷ ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ୨୦ ଲକ୍ଷ୍ୟ ଟୀକାକରଣ ପାଇଁ ଟାର୍ଗେଟ ରଖାଯାଇଛି। ଟୀକାକରଣରେ ନେଇ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ଏହି ସୂଚନା ମିଳିଛି। କାଲି ସୁଦ୍ଧା ରାଜଧାନୀରେ ୧୯ ଲକ୍ଷ ୮୦ ହଜାର ୬୪୪ ଡୋଜ ଟୀକା ଦିଆଯାଇଛି। ସେଥିରି ୧୧ ଲକ୍ଷ ୮ ହଜାର ୩୫୨ ଜଣ ପ୍ରଥମ ଡୋଜ ନେଇଛନ୍ତି ଓ ୮ ଲକ୍ଷ ୭୨ ହଜାର ୨୯୨ ଜଣ ଉଭୟ ଡୋଜ ଟୀକା ନେଇଛନ୍ତି।

powered by social2s