ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ସ୍ୱାଧୀନତା ଦିବସ ଉତ୍ସବ। ତେବେ କୋଭିଡ ଯୋଗୁ ଉତ୍ସବରେ ଅଂଶଗ୍ରହଣ କରିବେନି ଛାତ୍ରଛାତ୍ରୀ । ତିନୋଟି ପ୍ଲାଟୁନ ଜାତୀୟ ପତାକା କୁ ସମ୍ମାନ ଜଣାଇବେ। ସେହିଭଳି ଓଡ଼ିଶା ବ୍ୟାଣ୍ଡ ମଧ୍ୟ ଜାତୀୟ ପତାକା କୁ ସମ୍ମାନ ଜଣାଇବେ।
powered by social2s

