ପୁରୀ: ଆଜିଠୁ ଖୋଲିଲା କୋଭିଡ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର। ମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ। ଆଜି ଓ ଆସନ୍ତାକାଲି ଦର୍ଶନ କରିବେ ସେବାୟତ ପରିବାର। ଅଗଷ୍ଟ ୧୬ ରୁ ୨୦ ଯାଏଁ ଦର୍ଶନ କରିପାରିବେ ପୁରୀ ବାସୀ। ଆସନ୍ତା ୨୩ ତାରିଖ ରୁ ସର୍ବ ସାଧାରଣ କରିବେ ଜଗନ୍ନାଥ ଦର୍ଶନ।
powered by social2s

