କାଲିଠୁ ପୁରୀ ଶ୍ରୀମନ୍ଦିରରେ ଦୁଇ ଦିନ ସେବାୟତଙ୍କ ପରିବାରଙ୍କୁ ମିଳିବ ଦର୍ଶନ ଅନୁମତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: କାଲିଠୁ ଦୁଇ ଦିନ ସେବାୟତଙ୍କ ପରିବାରକୁ ମିଳିବ ଦର୍ଶନ ଅନୁମତି। ଅଗଷ୍ଟ ୧୬ ରୁ ୨୦ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ କରିବାକୁ ମିଳିବ ଅନୁମତି। ଆସନ୍ତା ୨୩ ରୁ ସର୍ବସାଧାରଣ ଲୋକଙ୍କ ପାଇଁ ଦର୍ଶନ ଅନୁମତି। ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ସାଧାରଣ ଦର୍ଶନ।

powered by social2s