ସନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ତିକରପଡ଼ା ନିକଟରେ ବଜ୍ରପାତ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପବିତ୍ର ପ୍ରଧାନ। ବିଲରେ କାମ କଲାବେଳେ ଘଟିଛି ଏହି ଘଟଣା।
powered by social2s