ଦିନ ଗୋଟାଏ ରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

 

ଭୁବନେଶ୍ୱର: ଆଜି ଦିନ ଗୋଟାଏ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଛାତ୍ରଛାତ୍ରୀ www.orissaresults.nic.in ୱେବସାଇଟ୍ ରେ ଦେଖିପାରିବେ ପରୀକ୍ଷା ଫଳ। ମୋଟ ୨ ଲକ୍ଷ ୨୧ ହଜାର କଳା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ। ସେହିପରି, ୬୦୦୦ ରୁ ଅଧିକ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ମଧ୍ୟ ଆଜି ଜଣାପଡ଼ିବ।

powered by social2s